ସତ୍ୟର ଅପଳାପ, ଅପରାଧକୁ ଉସୁକାଉଛି ବିଜେଡି

ବିଜେଡିର ଅଭିଯୋଗକୁ ରାଜସ୍ବ ମନ୍ତ୍ରୀ ସୁରେଣ ପୂଜାରୀଙ୍କ ଖଣ୍ଡନ

ବିଜେଡିର ଅଭିଯୋଗକୁ ରାଜସ୍ବ ମନ୍ତ୍ରୀ ସୁରେଣ ପୂଜାରୀଙ୍କ ଖଣ୍ଡନ। ସତ୍ୟର ଅପଳାପ, ଅପରାଧକୁ ଉସୁକାଉଛି ବିଜେଡି’ । ଯଦି ପ୍ରମାଣ ନ ଥିବ ତାହେଲେ କୋର୍ଟରେ ବେଲ୍‌ ସଙ୍ଗେ ସଙ୍ଗେ ମିଳିଯିବ । ହତ୍ୟା ପାଇଁ ବାହାରୁ ପେଷାଦାର। ଅପରାଧୀଙ୍କୁ ଡକାଯିବା ଜାଣି ମୁଁ ଚକିତ’ । ଉଦ୍ଦେଶ୍ୟ ଥିଲେ ପରଦିନ ଗିରଫ କରିଥାନ୍ତୁ, ତାହେଲେ ଏତେ ଦିନ କାହିଁକି’ ।

Leave a Reply

Your email address will not be published. Required fields are marked *