୧୦ ଉପସଭାପତି ଓ ୪ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କଲା ବିଜେପି
ରାଜ୍ୟ ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା । ୧୦ ଉପସଭାପତି ଓ ୪ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କଲା ବିଜେପି। ଖୋର୍ଦ୍ଧା-ଯତୀନ ମହାନ୍ତି, ନୟାଗଡ଼-ଅଶୋକ ମିଶ୍ର। ସୁନ୍ଦରଗଡ଼-କୁସୁମ ଟେଟେ, ନବରଙ୍ଗପୁର-ରମେଶ ସାହୁ। ଗଜପତି-କେ.ନାରାୟଣ ରାଓ, ବଲାଙ୍ଗୀର-ଶିବାଜୀ ମହାନ୍ତି। କଳାହାଣ୍ଡି-ଭବେନ୍ଦ୍ର ପଣ୍ଡା, ବାଲେଶ୍ବର-ଶିଳ୍ପା ବାଜପେୟୀ ।ରାଉରକେଲା-ସୁଦର୍ଶନ ଗୋୟଲ, କେନ୍ଦ୍ରାପଡ଼ା-ବିଷ୍ଣୁ ଦାସ । ସାଧାରଣ ସମ୍ପାଦକ-ବିରଞ୍ଜି ତ୍ରିପାଠୀ(ପୁରୀ), ସୀମାଞ୍ଚଳ ଖଟେଇ-ସମ୍ବଲପୁର।

ଭୁବନେଶ୍ବର-ଶାରଦା ଶତପଥୀ, କୋରାପୁଟ-ପୂର୍ଣ୍ଣିମା ନାୟକ। ସେହିପରି ୧୦ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କଲା ବିଜେପି। କଟକ-ସରୋଜ କର, ସ୍ମୃତି ପଟ୍ଟନାୟକ, ଅନୁଗୁଳ-କାଳନ୍ଦୀ ସାମଲ। ପୁରୀ-ପ୍ରୀତି ପ୍ରତିଭା ଭୋଳ, କନ୍ଧମାଳ-ଭଗବାନ ମହାନ୍ତି । ଭୁବନେଶ୍ବର-ପିଙ୍କି ପ୍ରଧାନ, ମୟୂରଭଞ୍ଜ(ପଶ୍ଚିମ)-ରାମଚନ୍ଦ୍ର ହାଁସଦାର । କେନ୍ଦୁଝର-ମମତା ସିଂ, ଘୁମୁସର-ପୃଥ୍ବୀରାଜ ମହାପାତ୍ର । ଜଗତସିଂହପୁର-ସ୍ମିତା ପ୍ରଧାନ ଓ କୋଷାଧ୍ୟକ୍ଷ-ଅଜୟ ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି ।

