Skip to content
Friday, June 19, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ମୁଁ ନିଲମ୍ବିତ ସାଂସଦ: ରାଘବ

Posted on August 13, 2023August 13, 2023

ସୋସିଆଲ ମିଡିଆ ଆକାଉଣ୍ଟର ବଦଳିଲା ରାଘବ ଚଡ୍ଡାଙ୍କ ବାୟୋ

ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ୍ ଚଡ୍ଡା ତାଙ୍କ ଟ୍ୱିଟର ବା ଏକ୍ସ ଆକାଉଣ୍ଟରେ ବାୟୋ ବଦଳାଇଛନ୍ତି । ପୂର୍ବରୁ ସେ ରାଜ୍ୟସଭାର ସାଂସଦ ଭାବେ ନିଜକୁ ପରିଚୟ ଦେଉଥିଲେ । କିନ୍ତୁ ଏବେ ସେ ନିଜକୁ ଜଣେ ନିଲମ୍ବିତ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି। ଦିନକ ତଳେ ରାଘବଙ୍କୁ ଦସ୍ତଖତ ହେରଫେର ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଏଥିସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସ୍ୱାଧିକାର କମିଟି କରିବ ବୋଲି କୁହାଯାଇଛି। ଯେଉଁ ପର୍ଯ୍ୟନ୍ତ କମିଟି ରିପୋର୍ଟ ଦେଇନାହାନ୍ତି, ସେଯାଏ ରାଘବଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ। 

Posted in ଦେଶ, ରାଜନୀତିTagged aap, bio change, delhi, digital, jajatiexpress, mp, parliament, raghav chadda, x account

Post navigation

Previous: ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
Next: ପ୍ୟାରିସ୍ ଏଫେଲ ଟାଓ୍ବାର ଉପରେ ବିପଦ !

Related Posts

  • ଦେଶ
  • ରାଜନୀତି

ଗୃହରୁ ନିଲମ୍ବିତ ହେଲେ ୧୫ ସାଂସଦ

  • User 003
  • December 14, 2023
  • 0

ସଂସଦରେ ହଟ୍ଟଗୋଳ, ୧୫ ସାଂସଦ ନିଲମ୍ବିତ ସଂସଦ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ହୋ ହଲ୍ଲା । ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ବାରମ୍ବାର ମୁଲତବୀ ହେଲା ଗୃହ । ହଟ୍ଟଗୋଳ ପାଇଁ […]

  • ଦେଶ
  • ରାଜନୀତି

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ

  • User 003
  • January 28, 2024
  • 0

ଇସ୍ତାଫା ଦେଲେ ନୀତୀଶ କୁମାର ଇସ୍ତାଫା ଦେଲେ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ । ବିଜେପି ସହ ମିଶି ପୁଣି ସରକାର ଗଢିବେ ନୀତୀଶ । ସରଗରମ […]

  • ଦେଶ

କାଲିଠୁ ବନ୍ଦ ହୋଇଯିବ ୨୦୦୦ଟଙ୍କିଆ ନୋଟ !

  • Jajati express Reporter
  • September 30, 2023
  • 0

ବଦଳି ଅବଧି ବଢାଇବାକୁ ଆରବିଆଇର ଆଲୋଚନା ! ଆପଣଙ୍କ ପାଖରେ ଅଛି କି ୨୦୦୦ଟଙ୍କିଆ ନୋଟ , ତେବେ ଆଜି ହିଁ ଏହାକୁ ବଦଳାଇ ଦିଅନ୍ତୁ କାହିଁକି ନା ଆଜି ଶେଷ ହେଉଛି ୨ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.