ପୁଟିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ପୁଟିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। ପୁଟିନ୍‌ଙ୍କ ସହ କଥା ହୋଇ ଭାରତ ଆସିବାକୁ ନିମନ୍ତ୍ରଣ କଲେ ନରେନ୍ଦ୍ର ମୋଦି। ଏକ୍ସରେ ଏନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ମୋର ବନ୍ଧୁ ପୁଟିନଙ୍କ ସହ ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହେଲା। ଦ୍ବିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା ହେଲା। ଏ ବର୍ଷ ଶେଷକୁ ପୁଟିନଙ୍କୁ ଆତିଥ୍ୟ ଦେବାକୁ ଅପେକ୍ଷା କରିଛି