ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍କା । ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍କା ବିଶେଷ ଭାବେ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ୫.୭ ଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଲୋକେ ଭୂକମ୍ପ ଅନୁଭବ କରି ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଭୂକମ୍ପ ଅନୁଭବ ଅନେକ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଏଥିରେ ଧନସମ୍ପତ୍ତି ହାନି ନେଇ ପୂରା ସୂଚନା ମିଳିପାରିନି। ଭୂକମ୍ପ ସମ୍ପର୍କରେ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଟ୍ୱିଟ କରି ଜଣାଇଛି।
Related Posts
କମଲନାଥଙ୍କ ପ୍ରସଙ୍ଗରେ ସଞ୍ଜୟ ରାଉତଙ୍କ ବଡ଼ ବୟାନ
- User 003
- February 18, 2024
- 0
ପଥର ଖୋଲରେ ଫସି ରହିଥିଲା ନିରୀହ ଜୀବନ
- User 003
- August 4, 2024
- 0
“ସରକାରଙ୍କ ସହ ହୋଇନି କୌଣସି ଚୁକ୍ତି’’
- Jajati Reporter
- June 6, 2023
- 0