ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ

ଖତ ଖାଇଗଲା ଅର୍ପଣ ଚାଉଳ

ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ। ଅର୍ପଣ ଚାଉଳରେ ଲାଗି ପାରିବନି ଭୋଗ। ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ୧୪ହଜାର କ୍ୱିଣ୍ଟାଲ ଚାଉଳ ଆଦାୟ ହୋଇଥିଲା। ସେଥିରୁ ୪ହଜାର କ୍ୱିଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା। ବାକି ୧୦ହଜାର କ୍ୱିଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ଏହି ନଷ୍ଟ ଚାଉଳ ଆଉ ଭକ୍ତଙ୍କ ପାଇଁ ଭୋଗ ପ୍ରସ୍ତୁତିରେ ଲାଗିପାରିବ ନାହିଁ। ନଷ୍ଟ ଚାଉଳ ଗୁଡ଼ିକୁ ଏନଜିଓ ସଂସ୍ଥାକୁ ଦେବା ପାଇଁ ମହାସୁଆରା ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *